9788195115761 Flipbook PDF


90 downloads 103 Views 15MB Size

Recommend Stories


Porque. PDF Created with deskpdf PDF Writer - Trial ::
Porque tu hogar empieza desde adentro. www.avilainteriores.com PDF Created with deskPDF PDF Writer - Trial :: http://www.docudesk.com Avila Interi

EMPRESAS HEADHUNTERS CHILE PDF
Get Instant Access to eBook Empresas Headhunters Chile PDF at Our Huge Library EMPRESAS HEADHUNTERS CHILE PDF ==> Download: EMPRESAS HEADHUNTERS CHIL

Story Transcript

ଛାଇ ପରି କେହି ଜକେ

ଶ୍ରୀମତୀ ସୁଜାତା ଷଡଙ୍ଗୀ

ଛାଇପରି କେହି ଜକେ | ସୁଜାତା ଷଡଙ୍ଗୀ

INKWORLD ODIA Bhubaneswar Mail id: [email protected] Facebook: Inkworld odia Instagram: @inkworld_odia © Copyright, 2021, SUJATA SADANGI All rights reserved. No part of this book may be reproduced, stored in a retrieval system, or transmitted, in any form by any means, electronic, mechanical, magnetic, Optical, chemical, manual, photocopying, recording or otherwise, without the prior Written consent of its Writer. FICTION poem 1st Edition ISBN: 978-81-951157-6-1 Cover Designed by:- UTKALA KESHARI SINGH Typesetting by:- SHREEYA

The opinions/ contents expressed in this book are solely of the author and do not represent the opinions/ standings/ Thoughts of Publisher.

2

ଛାଇପରି କେହି ଜକେ | ସୁଜାତା ଷଡଙ୍ଗୀ

DISCLAIMER

କବୟି ତ୍ରୀ ସୁଜାତା ଷଡଙ୍ଗୀଙ୍କ ଦ୍ୱାରା ଲି ଖତ ି ଏହି ପୁସ୍ତକଟି ସମ୍ପୂର୍ଣ୍ଣ ରୂପପ କାଳ୍ପନିକ ଏବଂ ପଲଖିକାଙ୍କ ନିଜସ୍ୱ ସୃଷ୍ଟି I ଏହା ସହ ପକୌଣସି ବୟକ୍ତି , ଚରି ତ୍ର, ସ୍ଥାନ ତଥା ଘଟଣାବଳୀର ପକୌଣସି ସାମଞ୍ଜସୟ ନାହି ିଁI ଯଦି ପକୌଣସି ବୟକ୍ତି ତଥା ପଲଖା ସହ ଏହାର ପକୌଣସି ସାମଞ୍ଜସୟ ରହିବ, ତାହା ଏକ ସଂପଯାଗ ମାତ୍ର I ଏଥି ନିମପେ ପ୍ରକାଶକ ତଥା ପଲଖିକା ଦାୟୀ ନୁ ହେି I

3

ଛାଇପରି କେହି ଜକେ | ସୁଜାତା ଷଡଙ୍ଗୀ

ଉତ୍ସର୍ଗ ମ ୋର ଏଇ ପ୍ରଥ କବିତୋ ସଂକଳନ "ଛାଇ ପରି କେହି ଜକେ"କୁ ମେଖି ଯିଏ ଅମେଷ ଖୁସି ମ ୋଇଥୋମେ, ମସ ି ମପ୍ରରଣୋେୋୟୀ ମ ୋର ପୂଜ୍ୟ ବୋପୋଙ୍କୁ ତୋଙ୍କ ଅବର୍ତ୍ତ ୋନମର ତୋଙ୍କର ଅ ୋପ ମେ , ଶ୍ରଦ୍ଧୋ ଓ ସ୍ ତ ୃ ିର ସ୍ମୋରକୀ ଭୋମବ, ଏ ୋକୁ ୁ ଉତ୍ସର୍ତ କରୁଛି ତୋଙ୍କ କର କ ଳମର । --ସୁଜ୍ୋତୋ--

4

ଛାଇପରି କେହି ଜକେ | ସୁଜାତା ଷଡଙ୍ଗୀ

େୃତଜ୍ଞତା ମପ୍ର ସ୍ୱର୍ତୀୟ; ମପ୍ର ଚିରେନ, ଅବିନଶ୍ୱର । ମନୈସର୍ଗି କ ମପ୍ର , ଜ୍ୀବନର ଏକ ସ୍ୱତଃସ୍ପୃତ ଉଚ୍ଚୋରଣ । ମପ୍ର ମ ଉଛି ଜ୍ୀବନର ଆଧୋର, ଜ୍ୀବନ ଅମଧୟ । ମପ୍ର ଏକ ଛଳ ଛଳ ନି ଳ ତ ଆବୋରି ତ ଧୋରୋ । କୋଳରୁ କୋଳୋେର ତୋର ଅସ୍ତି ତ୍ଵ ନଈର ପୋଣିପରି ବ ିଚୋଲି ଥୋଏ ସ ୟ ପି ଠିମର । ମତଣୁ ଜ୍ୀବନକୁ ମନଇ ମପ୍ର ଓ ମନଇ ଜ୍ୀବନ ଉଭମୟ ଅତି ପରି ଚିତ, ନିବିଡ଼ ଓ ପରି ପର ୁ କ । ମର୍ୋଟିଏ ଦ୍ର ୁ ୋର େୁ ଇ ପୋଶ୍ୱତ ଭଳି । ଭଲ ନ୍ଦ, ସୁଖେୁ ଃଖ, ପୋପୋପୁଣୟ ଏ ସବୁ ର ମେଣ୍ଟୋମେଣ୍ଟି ସି ମଫୋନୀ ି ମପ୍ର ଓ ଜ୍ୀବନ ସମ୍ପକତର ଧୁର ପରି ଣତି । ମପ୍ର ଜ୍ୀବନର ପ୍ରତିଟି ସ୍ପନ୍ଦନେୁ ମନଇ ଅନୁ ରଣିତ । ମପ୍ର , ଜ୍ୀବନ େୁ ଲର ଧୁ ସେୃ େୟ (Life is the flower of which love is honey-Dr.Hugo) ମପ୍ର ପୋଇ ମେ ମର୍ୋଟିଏ ୋର୍ତ, ଆତ୍ମୀୟତୋର ଅମନକ ମସୋପୋନ, ତୋ' ଉପମର ପୋେରଖି ମପ୍ର ଉମଠ, ଅଙ୍କୁ ରିତ ୁ ଏ, ଉର୍ତ୍ରି ତ ୁ ଏ ଏବଂ ଏକ ଅନନୟ ଅନୁ ଭୂତିମର ବୋନ୍ଧିରମଖ ନକୁ, ପ୍ରୋଣକୁ, ଜ୍ୀବନକୁ । ମପ୍ର ମଯୋଡି ପୋମର େୁ ଲ ସ ପ୍ରୋଜାପତିକୁ, ୋଟି ସ ଆକୋେକୁ, ନ ସ ିତ ମଯୋଡି ପୋମର ୃ େୟକୁ । ୋତ୍ର କୋଳ କୋଳ ଏଇ ମପ୍ର ନିକଟମର ଜ୍ୀବନ େ ର୍ଞ୍ଜ ୁ ଏ । କିଛି ପୋଇବୋ ଆଉ କିଛି ଜ୍ୋଇ ମେବର ମେୋ'ଛକିମର ଜ୍ୀବନ ମ ୋଇ ଉମଠ ଅଣନିିଃଶ୍ୱୋସୀ । ଏ ି ତି ଏକ ଜ୍ୀବନ-ଯନ୍ତ୍ରଣୋ, ସୁଖ-େୁ ଃଖ, ମପ୍ର -ଅନୁ ରୋର୍ର, ି ଳନ ବିର ର ମେଣ୍ଟୋ ମେଣ୍ଟି କବିତୋର ସ ୋ ୋର “ଛୋଇ ପରି ମକ ି ଜ୍ମଣ” । ମପ୍ର ର ଏେ କୁ ୁ କ ମପଡିରୁ େବ୍ଦ ସବୁ କୁ ସୋଉଟି କବିତୋ ରୂପକ ଲତୋଟିମର ସଜାଇବୋକୁ ମଚଷ୍ଟୋ କରି ଛି ବି ଗ୍ଧ ୁ ସୁ ନମର । କବିତୋ େିଛି େବ୍ଦର ମର୍ୋଲୋପ, ଯାହା ସ ୟର ସୁବୋସି ତ ଆମବର୍କୁ ମବୋତଲମର ଅତର ପରି ଧରି ରଖି, େରି ଥାଏ ସଂଜ୍ୀବିତ । ମସୌରଭ, ମଲୋ ରୋଖଣ୍ଡି, ମବୈଜ୍ୟେି, ସୃଜ୍ନସ୍ୱପ୍ନ, ଭୋର୍ି ରଥୀ କବିତୋ ର୍ଙ୍ଗୋ ଭଳି ଅମନକ ପତ୍ରପତ୍ରିକୋ ସୋେରମର ମ ୋର ସୃଷ୍ଟିକୁ ପ୍ରକୋେ କରି ଥବ ି ୋରୁ ମସ ୋନଙ୍କ ଠୋମର ୁ ଚିର ଋଣୀ । ‘ମନଚର ଇନ ମଲନସ୍'ର ବିଚୋରକ ଣ୍ଡଳୀ "କବିତୋ ୟୂଖ" ପ୍ରତିମଯୋର୍ଗି ତୋମର ମ ୋମତ ମଶ୍ରଷ୍ଠ ସ୍ଥୋନ ପୋଇ ସମ୍ମୋନିତ କରି ଥବ ି ୋରୁ କୃତଜ୍ଞ ।

5

ଛାଇପରି କେହି ଜକେ | ସୁଜାତା ଷଡଙ୍ଗୀ

ମ ୋର ପୂଜ୍ୟ ର୍ୁରୁ ଡ଼ିଃ େୟୋ ୋ ପ୍ରସୋେ ି ଶ୍ରଙ୍କ "ବିକ୍ଷିପ୍ତୋ' ବୁ ର୍ଡ ୁ ୋ ହ୍ୋଵ ଟ୍ଆ ସ ପ୍ ର୍୍ରୁପ୍ ମର ମ ୋମତ ଅମନକ ଥର ସମ୍ମୋନିତ କରି ଆର୍କୁ ବଢୋଇବୋର ମପ୍ରରଣୋ ମେଇଥିବୋରୁ କୃତଜ୍ଞ । 'ଘୁ ସ ୁ ର ମଲଖିକୋ ସୋ ିତୟ ସଂସେ', 'ମଲୋ ରୋଖଣ୍ଡି ସୋ ିତୟ ସଂସେ', 'କବିସମ୍ରୋଟ ସୋ ିତୟ ସଂସନ୍ଦ' ତଥୋ 'ଭଞ୍ଜନର୍ର ସମ୍ଵାଦ ସୋ ିତୟ ଘର' ମ ୋ ମଲଖନୀକୁ ସେୋ ଚଳଚଞ୍ଚଳ କରି ବୋ ପୋଇ ଉତ୍ସୋ ିତ କରି ଥବ ି ୋରୁ ମସ ୋନଙ୍କ ନିକଟମର ୁ ଚିର କୃତଜ୍ଞ । ପୂଜ୍ୟ ର୍ୁରୁ ସ୍ୱର୍ତତ ଡ଼. ପ୍ରଭୋକର ୋପୋତ୍ର ଯି ଏ ମ ୋମତ ମଲଖିବୋର ମପ୍ରରଣୋ ମେଇ ସବତେୋ ଉତ୍ସୋ ତ ି କରି ଛେି ତୋଙ୍କର ଅବର୍ତ୍ତ ୋନମର ପୋେପଦ୍ମମର ମ ୋର ଏଇ ଅେ୍ରୁଳ ଶ୍ରଦ୍ଧୋଞ୍ଜଳି। ମ ୋର ସୃଷ୍ଟିର ଳ ୂ ମର ଯୋ ୋର ମପ୍ରରଣୋ, ଉତ୍ସୋ , ଅନୁ ରୋର୍ ମ ୋମତ ଜ୍ମଣ କବିଟିଏ ଭଳି ର୍ଢିମତୋଳିବୋର ନୂ ଆ ରୋସ୍ତୋ ମେଖୋଇଛି, ଯୋ ୋର ଅକ୍ଲୋେ ପରି ଶ୍ର ମର ମ ୋର ପ୍ରଥ ସୃଷ୍ଟି "ଛୋଇପରି ମକ ି ଜ୍ମଣ" ଆତ୍ମପ୍ରକୋେ କରି ବୋର ଅମପକ୍ଷୋମର, ମସଇ ମ ୋର ପ୍ରି ୟ ପୁରୁଷ, ର୍ୋଳ୍ପିକ, କବି ତଥୋ ର୍ମବଷକ ସ୍ୱୋ ୀ ଡ଼ିଃ ଅମେୋକ କୁ ୋର ଷଡ଼ଙ୍ଗୀଙ୍କ ନିକଟମର ୁ ସେୋ କୃତଜ୍ଞ । ମ ୋର କନୟୋ ଡୋ. ଅଭି ପ୍ସୋ ଓ ଜ୍ୋ ୋତୋ ଡୋ. ସତୟଜ୍ିତ ସବତେୋ ମ ୋ' ପୋଇ ଏକ ମପ୍ରରଣୋର ଉତ୍ସ । ପ୍ରକୋେକ ବନ୍ଧୁ ତଥୋ "lnkWorld"ର ପ୍ରତିଷ୍ୋଠ ତୋ ଡୋ. ଅଭି ମଷକ ତ୍ରିପୋଠୀ ଏ ି କବିତୋ ସଂକଳନ ପୋଇ ବନ୍ଧୁ ତ୍ୱର ୋତ ବଢୋଇ ଥିବୋରୁ କୃତଜ୍ଞ । ପରି ମେଷମର ମ ୋ' କବିତୋକୁ ଭଲପୋଉଥିବୋ ସ ସ୍ତ ସୋ ିତୟୋନୁ ରୋର୍ୀ ବନ୍ଧୁ ର୍ଣ ମ ୌଖିକ ଭୋମବ ମ ୋମତ କବିର ପରି ଚୟ ମେଇଛେି ମସ ୋନଙ୍କ ଠୋମର ଚିର କୃତଜ୍ଞ ।

ସୁଜାତା (ସବିନା)

6

ଛାଇପରି କେହି ଜକେ | ସୁଜାତା ଷଡଙ୍ଗୀ

ତୁ ମ ପାଇ ଁ ପକେ.... ଆଉ କୋ କି ି ବଢୋଇଛ ସ ପତଣର ୋତ! ସକୋଳ ସୂଯୟତ ର ରଙ୍ଗ ମୁ ଠ ୋର୍ି ଥଲ ି ି ମବୋଲି ବୋଢିମେଲ ସୁରଙ୍ଗିଣ - ସି ନ୍ଦୂର ମଟୋପୋଏ ୋତମର ମ ୋ’ ଭରି ବୋକୁ ସୁନ୍ଥୋମର ତୁ ର ୋର୍ି ଥଲ ି ି ଠ ୁ ୋଏ କଜାଛନୋ ମବୋଲି ମବୋଲି ମେଲ ସୋରୋ ରୋତି ସ୍ୱପ୍ନର ଅଞ୍ଜନ ଆକୋେର ନୀଳ ୋର୍ି ଥଲ ି ି ମବୋଲି ପୋରି ମେଲ ତୋରୋର ସି ଣୋ ତୁ

ଋଣ ସୁଝିବୋକୁ ଏ ଜ୍ନ ନୁ ମ

ଜ୍ନ୍ିବ ମ ୋକୁ ମ ବ ବୋର ବୋର ଏ ଧରୋ ବୁ କୁମର ଯୋ ୋ ସବୁ ଆଣି ଥିଲି ଧୋର ମେରୋଇ ମେବୋକୁ ତୁ ଏଇ ମ ୋର ମେଷ ଇସ୍ତୋ ୋର ।

......ଅପଶାକ.......

7

ଛାଇପରି କେହି ଜକେ | ସୁଜାତା ଷଡଙ୍ଗୀ

ସୂଚୀପତ୍ର କୃତଜ୍ଞତା......................................................................................... 5 ତୁ ମ ପାଇ ିଁ ପପଦ.... ........................................................................... 7 ଛାଇ ପରି କେହି ଜକେ ........................................................................................ 11 କେନାଏ ମହେ .................................................................................................... 14 ଆଶା ଅସୁମାରୀ ................................................................................................... 15 ନିରୁଦ୍ଦିଷ୍ଟ ପକ୍ଷୀ ..................................................................................................... 17 ଅଭି ଶପ୍ତ ଋତୁ ର ରାର୍ଗି େୀ ...................................................................................... 19 ମନ ମଉସୁମୀ ଝୁ କର ........................................................................................... 21 ଫର୍ଗୁେ ଆସଇ କଯକେ ........................................................................................ 23 ନୀଳ ନିଜନ ଜ ତା ..................................................................................................... 25 ନୀଳ ସ୍ୱପ୍ନର ନଈ ................................................................................................. 27 ଜୀେନ ଯନ୍ତ୍ରୋ ..................................................................................................... 29 ନିିଃସଙ୍ଗ ନକ୍ଷତ୍ର..................................................................................................... 30 ପ୍ରି ୟ ପୁରୁଷ .......................................................................................................... 32 ମନ ..................................................................................................................... 33 ଶୀତଳ ସଞ୍ଜକର ................................................................................................... 34 କପ୍ରମ ................................................................................................................... 35 ମହେ .................................................................................................................. 37 ଅଭଙ୍ଗା ଭଗ୍ାାଂଶ .................................................................................................. 37 ଅନନ୍ତ କପ୍ରମ ........................................................................................................ 39 ସମୟ କରାତକର ................................................................................................. 41 ଅସରନ୍ତି ପ୍ରଶ୍ନ ....................................................................................................... 42 8

ଛାଇପରି କେହି ଜକେ | ସୁଜାତା ଷଡଙ୍ଗୀ

ଝରା କଶଫାଳି ..................................................................................................... 44 ପ୍ରୀତିଲଗ୍ା ............................................................................................................ 45 କଶଷ ଅଶିେ ........................................................................................................ 47 ଶ୍ରାେେ ସଞ୍ଜକର ................................................................................................... 49 ଅଭି ସାରି ୋ ......................................................................................................... 51 ତିକ୍ତରସ............................................................................................................... 53 ଦୁ ଇ ପାଦ ମାଟି .................................................................................................... 54 ମ ୁ େିଏ? ............................................................................................................... 56 ଅଭୀପ୍ସା ................................................................................................................ 58 ମୁଠାଏ ଅନ୍ଧାର ..................................................................................................... 59 ସ୍ମତ ୃ ି ତୁ କମ... ..................................................................................................... 61 ସମୟ .................................................................................................................. 62 େିଶ୍ୱାସର େତିଖଣ୍ଟ ୁ ................................................................................................ 64 ସ୍ପନ୍ଦନ................................................................................................................... 65 ଅେଲମ୍ବନ ........................................................................................................... 67 ଆଶାର ଆୋଶ ................................................................................................... 68 ଯେନିୋ .............................................................................................................. 69 ପ୍ରୀତି .................................................................................................................... 70 ଜୀେନ ସାଥି......................................................................................................... 71 ଜୀେନର େଲା ପକଥ ........................................................................................... 73 ଭଙ୍ଗା ହୃ ଦୟ ........................................................................................................ 74 ଯୁର୍ଗରୁ ଯୁର୍ଗାନ୍ତର ଯାଏ .......................................................................................... 75 ମୃତୁୁ ତୁ କମ... ...................................................................................................... 76 9

ଛାଇପରି କେହି ଜକେ | ସୁଜାତା ଷଡଙ୍ଗୀ

ତୁ ମ େିନା ............................................................................................................. 77 େିଶ୍ୱାସର େିଷ ...................................................................................................... 78 ପି ପାସା ................................................................................................................ 80 େିରାମ ................................................................................................................. 82 ସ୍ମତ ୃ ି ଫରୁଆ ..................................................................................................... 83 ଉଷ୍ମ ପାଉଶ ......................................................................................................... 85 ପ୍ରତିଶର ୍ ୁ ତି… ........................................................................................................ 86 ଭି ଜା ମାଟି............................................................................................................ 88 ସମୟ କରାତକର ................................................................................................. 89 ଅଭି ମାନିନୀ ......................................................................................................... 90 କଶଷ ନିଦ୍ରା .......................................................................................................... 91 ପାଦ େିହ୍ନ ............................................................................................................. 93 ନୀଳ କେଉର ସ୍ୱପ୍ନ............................................................................................... 94 ଅଳସ ସଞ୍ଜ .......................................................................................................... 95 ଜୀେନ େିତ୍ର.......................................................................................................... 96 ଆଶା.................................................................................................................... 97 ପ୍ରତୀକ୍ଷା ................................................................................................................ 98 ଅର୍ଗମୁ େଖରା .................................................................................................... 99 ପାନ୍ଥଶାଳା ......................................................................................................... 101 ପ୍ରଭୁ .................................................................................................................. 103

10

ଛାଇପରି କେହି ଜକେ | ସୁଜାତା ଷଡଙ୍ଗୀ

ଛାଇ ପରି କେହି ଜକେ ମକ ି ତି ମକଜ୍ୋଣି କଥୋ କୁହା ଆଖିଟିଏ ମଖୋଜ୍ୁଥଲ ି ୋ ନିତି ଜ୍ିଯୋଇଥିବୋ େୁ ଲର ବୋସନୋ ମଖୋଜ୍ୁଥଲ ି ୋ ନ-ପକ୍ଷୀ ପବନରୁ ଆକୋେ ଠିକଣୋ ତୁ

ସ ମେଖୋ ମ ବୋ ପମର

େଚ୍ଚତୋ ପୁଣି ମ ୋଇର୍ଲୋ ନର ଆକୋେ ନି ି ଷମକ ତୋରୋ ସବୁ ପୋଲଟିମଲ କବିତୋର ମକ୍ଷତ ।

ବୋଡ଼ବୋଗ୍ନି ବୟୋପି ର୍ଲୋ ପରି ସଂଚରି ଲ ମର୍ୋଟୋପମଣ ତୁ ମ ମ ୋ' ସ ଗ୍ର ମଚତନୋମର ମ ୋ' ସର୍ତ୍ୋମର ପଲ୍ଲଵିତ ମ ଲ ମକଉ ଏକ େୁ ରେ ନିେୋମର ।

ମକ ି ତି ମକଜ୍ୋଣି ଝୁ ଣ୍ଟି ପମଡ଼ କଥୋକୁ ୋ ଆଖି, ନୀରବମର ପ ରୁଥୋଏ ଭରୋ ନଈ ଛୋତି 11

ଛାଇପରି କେହି ଜକେ | ସୁଜାତା ଷଡଙ୍ଗୀ

କୋେତଣ୍ଡୀ ଅର ୋ ବଣମର, ମ ୋ' ଅସ୍ମିତୋର ଚିତୋଭସ୍ମ ତଳୁ ମଖୋଜ୍ୁଥୋଏ ଜ୍ିଲୋ ଡ଼ଙ୍ଗୋର କୋତ ମସମତମବମଳ କିଏ ଛୋଇଯୋଏ, ମ ୋ’ ଛ ଛ ମେ ତକଳ ନ ଉମଠ ୋତି ।

ଭଲ ପୋଇବୋମର ବୟସ ଏକ ୋପକୋଠି ନୁ ମ ମବୋଲି ଭଲ ପୋଇ ୁ ଏ ଭଅରକୁ, େୁ ଲକୁ, େର୍ୁଣକୁ ମଜ୍ୟୋତ୍ସ୍ନୋ ଝରୋ ଆକୋେକୁ ବଷତୋଭି ଜ୍ୋ ଇନ୍ଦ୍ରଧନୁ ର ସୋତରଙ୍ଗକୁ ସୋତ େରି ଆ ପୋରି ର ଅଜ୍ଣୋ ମଲୋକକୁ ସମ୍ପକତ ର୍ଢି ୁ ଏ, ମେ ସୋରୋ ମପ୍ର ର ଅବିର ମବୋଳି ।

ସମ୍ପକତ ତ ମଯୋଡି ମେଲ ସୋକ୍ଷୀ ରଖି ଅଳସୀ ଜ୍ହ୍ନକୁ, ର୍ୋ ଣ୍ଡ ୁ ମେବୀ ନ୍ଦିରରୁ ଚୁ ଆ ଓ ସି ନ୍ଦୁର ଛୁଇ େପଥ ବି ମନଲ ସାତ ଜ୍ନ କୁ 12

ଛାଇପରି କେହି ଜକେ | ସୁଜାତା ଷଡଙ୍ଗୀ

ଅପୂର୍ଣ୍ଜରୁ ସମ୍ପୂର୍ଣ୍ଜର ର୍ ର୍ ସବୁ ଜ୍ି ୋ ଭି ତମର ବି ବଷି ର୍ଲୋ ବିଶ୍ୱୋସର ବଷତୋ ନତଳ କଅଳ ୋଟିକୁ ଛୁଇ ର୍ଲୋ ପୂର୍ଣ୍ଜତୋର ମବୈଭବ ଆଉ ଭରସୋର ଜ୍ଳ ମଟୋପୋ ମଟୋପୋ ।

ସ ୟର ପକ୍ଷୀ ମସତ ଉଡିଯୋଏ ଝୋଡ଼ି ମେଇ ସ୍ ତ ୃ ି-ପରଟିଏ ନର ୋଟିମର ପୋଇବୋ ଆଉ ରୋଇବୋ ତ୍ରିମକୋଣ ଭୂ ି ମର ତୁ ମ ସି ନୋ ପୋଲଟି ଯୋଇଛ ସ ୋରୋ ରୁଭୂ ି ର କୋକ୍-ଟସ ପରି

ସ୍ଥିର ଆଉ ଅବିଚଳିତ ଯନ୍ତ୍ରଣୋର ଇସ୍ତୋ ୋରଟିଏ,

ୁ କିନ୍ତୁ

ଯ ନ ୁ ୋ କୂଳର ସ୍ଥିର କେମ୍ବ ବୃ କ୍ଷ ଛ ଛ ପୋଉଜ୍ିର ନୃ ତୟ ଚିରକୋଳ, ରୋଧୋ ତୁ େୁଣବ ି ୋକୁ ପ୍ରତୀକ୍ଷି ତ ସେୋ ନୀରବି ଯୋଉଥିବୋ ବଂେୀର ତୁ

ମବସୁରୋ ରୋର୍ିଣୀ । 13

ଛାଇପରି କେହି ଜକେ | ସୁଜାତା ଷଡଙ୍ଗୀ

ତୁ

ସ ମେଖୋ ମ ଲୋ ପମର ଛୋଇ ପରି ମକ ି ଜ୍ମଣ'

ମ ୋ ସୋଥିମର ଭୋବ ରମଖ ନିତି ମ ୋମତ ନିତି ମେଖୁଥୋଏ ବି ଗ୍ଧ ୁ ମନତ୍ରମର ଠିକଣୋ ତ ି ଳିର୍ଲୋ ମ ୋମତ ସୋଥିଟିଏ ମଲୋଡ଼ୋ ଥିଲୋ ମବୋଲି "ଛୋଇ ପରି ମକ ି ଜ୍ମଣ" ମ ୋ’ ସୋରୋ ସର୍ତ୍ୋମର ।

କେନାଏ ମହେ ତୁ ମ ମ ୋର ଅପୋମସୋରୋ ପଥର େୂ ରେ ପଥିକ 14

ଛାଇପରି କେହି ଜକେ | ସୁଜାତା ଷଡଙ୍ଗୀ

ୁ ତୁ

ନିଷ୍କପଟ ଛୋୟୋର କୁ ୁ କ

ଥରୁଟିଏ ଛୁଇ ମେଖ ମ ୋମତ ୋୟୋ ନୁ ମ ଛୋୟୋଟିଏ ୋତ୍ର; ରୂପୋେରି ତ ସ୍ଥୋଣୁ ର୍ତ୍ ୂ ି ଟିଏ ମେରି ମେଖ ଥମର

ୁ ମସଇ

ଅସ୍ତର୍ୋମୀ ସୂଯୟତ ର ନିଷ୍ପ୍ରଭ ଆମଲୋକ ଅନୋ ତ ୃ େ କନ୍ଦରମର େୂନୟ-େବ୍ଦର ପ୍ରତିଧ୍ୱନିଟିଏ I ୁ ତୁ

ପ୍ରତିଟି ରୋତିର ସ୍ୱପ୍ନ

ସକୋଳର େିଗ୍ଧ ଆମଲୋକମର େୂନୟମର ଉମଭଇ ଯୋଉଥିବୋ ଅପ୍ରକୋେୟ ଅନୁ ଭବ ୋତ୍ର, ତୁ

ଚଲୋପଥମର ଚ ଟି ଉଠୁ ଥିବୋ

ଅସ୍ପଷ୍ଟ ଅନ୍ଧକୋରର ମଚନୋଏ ଆକଲାକ ।

ଆଶା ଅସୁମାରୀ ମକ ି ତି ମକଜ୍ୋଣି ତୁ

ପ୍ରୀତି-ଛୋଇ

ଛୁଇ ଯୋଏ ମ ୋମତ ଉର୍ତ୍ୀର୍ଣ୍ତ ସଂଜ୍ମର େୁ ଲର

କ ପରି ମବୋଳି ମ ୋଇଯୋଏ 15

Get in touch

Social

© Copyright 2013 - 2024 MYDOKUMENT.COM - All rights reserved.