9789390701025 Flipbook PDF


75 downloads 110 Views 5MB Size

Recommend Stories


Porque. PDF Created with deskpdf PDF Writer - Trial ::
Porque tu hogar empieza desde adentro. www.avilainteriores.com PDF Created with deskPDF PDF Writer - Trial :: http://www.docudesk.com Avila Interi

EMPRESAS HEADHUNTERS CHILE PDF
Get Instant Access to eBook Empresas Headhunters Chile PDF at Our Huge Library EMPRESAS HEADHUNTERS CHILE PDF ==> Download: EMPRESAS HEADHUNTERS CHIL

Story Transcript

ପ ରି ଧ

ସୁ ଲ ାମହାି

ପରି ଧ ି

ସୁଲଗ୍ନା ମହାନ୍ତି

SUBHARAMBH PUBLICATION HOUSE

ପରି ଧ ି

SUBHARAMBH PUBLICATION HOUSE I.B. ROAD, SIKARAIPUR, JAGATPUR CUTTACK, ODISHA,754021 Email: [email protected] Website: www.subharambhpublicationhouse.com

COPYRIGHT © SULAGNA MOHANTY 2021 All rights reserved. No part of this book may be reproduced, stored in a retrieval system, or transmitted, in any form by any means, Electronic, Mechanical, Magnetic, Optical, Chemical, Manual, Photocopying, Recording or otherwise (Except for mention in reviews or edited excerpts in the media) without the prior written consent of its writer and publisher. This is a work of Fiction. Names, characters, places and incidents are either product of the author’s imagination or are used fictitiously and any resemblance to any actual person, living or dead, events or locales is purely coincidental.

“ପରି ଧ”ି ISBN: 978-93-90701-02-5 FICTION 1st Edition TYPE SETTING BY: SUBIR KUMAR PATI COVER PHOTO BY: SUBHENDU BISWAL COVER DESIGNED BY: SUBHAM DEV KUMAR

The opinions/ contents expressed in this book are solely of the author and do not represents the opinions/ standings/ thought of publisher.

2

ପରି ଧ ି

ଉତ୍ସର୍ଗ 'ସ୍ୱାଧୀନତା ଶବ୍ଦଟିର ମୂଲ୍ୟ ବୁ ଝି ଜୀବନର ପ୍ରତି କ୍ଷେତ୍ରକ୍ଷର ମକ୍ଷତ ସ୍ୱାଧୀନତା କ୍ଷେଇଥ ିବା ମମା ବାବା ଆଉ ମବାଉଙ୍କୁ

3

ପରି ଧ ି

ସୂଚନା ଏହି ଗଳ୍ପ ସଙ୍କଳନଟି ଏକ ସୁପରି କଳ୍ପିତ କାଳ୍ପନିକ ରଚନା ଅକ୍ଷଟ। ଏଥ ିକ୍ଷର ବୟବହୃ ତ ସମସ୍ତ ନାମ, ଧମମ, ବୟବସାୟ, ସ୍ଥାନ ଓ ଘଟଣାବଳୀ, କବିଙ୍କର କଳ୍ପନାରୁ ଜାତ ଏବଂ କାଳ୍ପନିକ ଢଙ୍ଗକ୍ଷର ପ୍ରସ୍ତୁ ତ ଓ ବୟବହୃ ତ । କ୍ଷକୌଣସି ଜୀବନ୍ତ କିମ୍ବା ମୃତ ବୟକ୍ତି ବିକ୍ଷଶଷ ଅଥବା ପ୍ରକୃତ ଘଟଣାବଳୀ ସହିତ ଏହାର ସମାନତା କ୍ଷକବଳ ମାତ୍ର କାଳ୍ପନିକ ସଂକ୍ଷ ାଗ ।

4

ପରି ଧ ି

ଗପ ହେହେ ବି ସତ ସାନ ଥ ିଲା ବେବେ ଖରାଛୁଟି ସରି ଗଲା ପବର ସ୍କ ୁଲ ବଖାଲି ଗବଲ ବ ାଉ ମନ ଦୁ ୁଃଖ ହୁ ଏ ବସଇ ମନଦୁ ୁଃଖ ସମୟବର ବେେେ ବଗାଟିଏ ଜିନିଷ ମନବର ଖୁସି ଆଣିଦିଏ । ନୂ ଆ େହି ଆଉ ନୂ ଆ ଖାତା । ନୂ ଆ େହିଖାତାବର ନୂ ଆ ମଲାଟ ଆଉ ମଲାଟ ଉପବର ନୂ ଆ ଷ୍ଟି େର୍ । ଷ୍ଟି େର୍ ଉପବର ନିଜର ନା। ଆଉ ଆହୁ ରି ଭଲଲାବଗ ନୂ ଆ େହିର ନୂ ଆ ପୃଷ୍ାଠ ର ବସଇ ପରି ଚିତ ୋସ୍ନା। ସତବର ବସଇ ୋସ୍ନା ସମସ୍ତଙ୍କର ପ୍ରି ୟ । େଷଷାଭି ଜା ମାଟିର ୋସ୍ନା ଭେି ଆଉ ବୋଉର ହାତରନ୍ଧା ମାାଂସର ୋସ୍ନା ଭେି । ବସଇ ପୁରୁଣା ୋସ୍ନା । େିନ୍ତୁ ଲାବଗ ସେୁ ବେବେ ନୂ ଆ । ଏମି ତି େହିୋେୁ ଗବଲ ମ ୁ ସାନବେେୁ ବଗାବଟ େହିେୀଟ । ବୋଉ, ଅପା, ମାଉସୀ, ପି ଉ ସୀ ଓ ମାମ ୁ ସେୁ ବଗାବଟ ବଗାବଟ େହି େୀଟ । ଘର େି ଲାଇବେରୀ ବସବତବେବେ । ସେୁ ଭାଷାର େହି । ଜହ୍ନମାମ ,ୁ ମୀନାେଜାର, ଶିଶ ର ୁ ାଇଜ, ଅବୋଲେରା ୋହାଣୀ, ଆେେର

େୀରେଲ,

ଚମ୍ପେ,

ୋଲଭାରତୀ,

ଦୁ ମ ଣି ରହସୟ,

ଶିଶ ସ ୁ ମ୍ରାଟ,

ଟି ନ ଟି ନ ,

ସି ାଂ ବେଲା, ବସ୍ନା ହ୍ାଇଟ୍ , ରାବପଞ୍ଜଲ, େି ଲ୍ଲୁ , ପି ଙ୍କି , ଚାଚା ବଚୌଧୁରୀ, ୱ ନାଗରାଜ ପଢି େି ମ ୁ େଡ ବହଇଚି । ପଞ୍ଚମ ବେଣୀବର ଝଙ୍କାର, ସୁଚ ରି ତା ପଢୁଥ ଲ ି ି ଆଉ ଷଷ୍ଠ ବେଣୀବର

ାଜ୍ଞବସନୀ ପଢି େି ସାରି ବଦଇଥ ଲ ି ି

ତି ନି ଦି ନ ବର । ଶନି ୋର ଦି ନ ବପପରୋଲା ପ୍ରଜାତନ୍ତ୍ର ସାପ୍ତାହି େୀ ଆଣି ଘବର ବଦଲାବେେେୁ ତାେୁ ଆଗ ପଢି ୋ ପାଇ ଅପା ଆଉ ବମା ଭି ତ ବର ୋଡି ଆ ୋଡି ଲାଗି ାଉଥ ଲ ି ା। ୋଣୀ େିହାରବର ଇାଂରାଜୀବର ସ୍ନାତବୋତ୍ତର େଲାବେେେୁ ବମାର ବେଶୀ ସମୟ

ାଉଥ ିଲା ଓଡିଆ ଡିପାଟଷବମଣ୍ଟ ଲାଇବେରୀବର । େଷଷେବର 5

ପରି ଧ ି

ବସଠି ପ୍ରାୟ ସେୁ ଓଡିଆ ଗପ ଆଉ ଉପନୟାସ େହି ସାରି ବଦଇଥ ିଲି । ତା’ପବର

ାଇ ଟାବଗଷଟ୍ ଥଲ ି ା ବମା ଇାଂରାଜୀ ଡିପାଟଷବମଣ୍ଟ ଲାଇବେରୀ ।

ଏଣୁ ଗପ ସାବେ ବମା ସମ୍ପେଷ େହୁ ତ ପୁରୁ ଣା । ବସଇ ଗପ େହି େୁ ବନଇ ରହି ଛି ବମାର ବେବତ ବ

ୋହାଣୀ । ସାନବେବେ ଘବର ଲାଇବେରୀ

ତି ଆ ରି େରି ୋଠୁ ନୂ ଆ ନୂ ଆ ଚାେି ରୀ େରି ଚାେି ରୀର ଅଧାରୁ ଅଧ େ ି ା ଦରମା ଭୁ େବନଶ୍ୱର େହି ବମୋରୁ େହି େି ଣାବର ସାରି ବଦୋ

ାଏ । େହି

େି ଣ େ ୁ ି ଣ ୁ େହି ର ପ୍ରଥମ ପୃଷ୍ାଠ ବର ନି ଜ ନା ଆଉ େହି େି ଣା ତାରି ଖଟା ବଲଖ ବି ଦୋ । ଘର େଦବେଇୋ ବେେେୁ ବସଇ େହି ଗ ଡ ୁ ି େୁ ବନଇ ନାବେଦମ ବହୋ । ବହବଲ େି ବସଇ େହି ଗ ଡ ୁ ି େୁ ନ େି େି ୋ । ନି ଜ େହି େୁ ବନଇ େହୁ ତ ବପାବଜସି ଭ୍ ହୋ । ଆଉ ସାେମାବନ େହି ବନଇ ନ ବେବରଇବଲ ତାଙ୍କୁ େହି ମାଗି ତାଙ୍କଠୁ ଏମି ତି ଚାହାଣୀ ପାଇୋ, ବ ମି ତି ମ ୁ ବମା େହି ନୁ ହ ତାଙ୍କ େହି ମାଗୁଛି । ମବନ ନାହି ବସ େିଏ, େିନ୍ତୁ ବସ ଜବଣ େିଶ୍ୱବନତା, ପାେିସ୍ତାନର ଜବଣ ପ୍ରଖୟାତ ବନତାଙ୍କ ଘରେୁ

ାଇଥ ିବଲ । ବେରି ଲା ପବର େିଶ୍ୱବନତା ଜଣେ

େହିବଲ, “ଘର ତାଙ୍କର େହୁ ତ ସୁନ୍ଦର େିନ୍ତୁ େିଛି ଖାଲି ଖାଲି ଲାଗି ଲା ।” ତାଙ୍କୁ ପଚରା ବହଲା, “େ’ଣ ଖାଲି ଲାଗି ଲା?” ବସ ଉତ୍ତର ବଦବଲ, “ତାଙ୍କ ଘବର ମ ୁ ବଗାଟିଏ େି େହି ବଦଖ ିୋେୁ ପାଇଲି ନି ।” ବସଥ ିପାଇ େୁହନ୍ତି େହି େହୁ ତ େଥା େହିଦିଏ । ଜଣେ େହି ଆଲମାରୀ ବଦଖ ି ଆପଣ ବସଇ ବଲାେ େିଷୟବର େହୁ ତ େଥା ଜାଣିବଦବେ । ବ ମି ତି ବଗାଟିଏ ବଲାେର ସାେମାନଙ୍କୁ ବଦଖ ି ଆପଣ ବସଇ ବଲାେେୁ େି ପରଖ ି ବନବେ । ବସଥ ିପାଇ ହି ବୋବଧ ପୁସ୍ତେେୁ େହୁ ତ ବଲାେ ନିଜର ସେୁ ଠୁ ପ୍ରି ୟେନ୍ଧୁ ବୋଲି େହିଥାଆନ୍ତି । ପଢିୋ େିଷୟବର େୁହନ୍ତି “ ି ଏ େହି ପବଢନା” ଆଉ “ ି ଏ େହି ପଢି ପାବରନା” ତାଙ୍କ ଭି ତବର େିବଶଷ େିଛି ତୋତ୍ ନାହି । େଥାଟି ବଛାଟ େିନ୍ତୁ 6

ପରି ଧ ି

ଗୂଢ । େୁହା ାଏ ବଗାଟିଏ େହିବର ପାଠେ ହଜାବର ଥର ଜିଇଥାଏ ଆଉ ହଜାବର ଥର ମରି ଥାଏ । େହିଟିଏ ବଖାଲି ବଲ ହଜାବର ନୂ ଆ ଦୁ ନିଆ ବଖାଲି ାଏ ଆଉ ଥବର ଥବର ବଗାଟିଏ ଭଲ େହି ୋ ବଗାଟିଏ ଭଲ ଗପ ୋ ବଗାଟିଏ ଭଲ େେିତା ହି

ବଥଷ୍ଟ ଥାଏ ଆମ ବରାଗ ଦୂ ର େରି ୋେୁ । ବସ

ଶାରୀରି େ ବହଉ େି ମାନସି େ ବରାଗ ବହଉ । କ୍ଷତକ୍ଷବ ଏଇଟା ସତ କ୍ଷ

ବହି ଜାଗାକ୍ଷର କିଣ୍ଡଲ୍ ଆସୁ କି କ୍ଷେସ୍ବୁକ୍

ଗପ ଆସୁ କ୍ଷହକ୍ଷଲ୍ ବହିର ସ୍ଥାନ କ୍ଷକହି କ୍ଷକକ୍ଷବ କ୍ଷନଇନି କି କ୍ଷନଇପାରି ବନି । ଏହି ବହିର ସବୁ କ୍ଷେୟ

ାଉଛି କ୍ଷମା କ୍ଷବାଉ, କ୍ଷମା ମାଉସୀ ଆଉ କ୍ଷମା ମାମଙ୍କ ୁ ୁ

ି ଏ କ୍ଷମାର ପ୍ରତିଟି ଗପକୁ ଟିକିନିଖ ି କରି ପଢି ତାକୁ ଆଉରି ଘଷି ମାଜି ଚମକ୍ଷକଇଛନ୍ତି । ବହିଟିର ସୁେୃଶୟ ପ୍ରଚ୍ଛେ ପଟ ପାଇ ମ ୁ ବନ୍ଧୁ ଶୁକ୍ଷେନ୍ଦୁ ଙ୍କୁ ଓ ସୁନ୍ଦର ଅଳଂକରଣ ପାଇ ସାନୋଇ ସଂଗ୍ରାମ କ୍ଷକଶରୀ କ୍ଷସନାପତିଙ୍କ ପାଖକ୍ଷର କୃତଜ୍ଞ । କ୍ଷଶଷକ୍ଷର ଏତିକି କହିବି ଏଇ ବହିଟି ପାଇ େଗବାନ, କ୍ଷମା ପରି ବାର ଜନ, କ୍ଷମା ଶୁେଚିନ୍ତକ, କ୍ଷମା ପାଠକ-ପାଠିକାଙ୍କ ବୟତୀତ ଶୁୋରମ୍ଭ ପବ୍ିକ୍ଷି କସନ ନିକଟକ୍ଷର ଚିର ଋଣୀ । ଆଶା କକ୍ଷର କ୍ଷମା “ନାଲ୍ି ଚୁଡା” ଆଉ “ଆନିର କ୍ଷରାକ୍ଷଷଇଘର” େଳି ଏଇ ବହିକୁ ବି ଆପଣ ଆେର କରି ଆପକ୍ଷଣଇ କ୍ଷନକ୍ଷବ। - ଶ୍ରଦ୍ଧାର ସହ ସୁଲଗ୍ନା

7

ପରି ଧ ି

ସୂଚୀ ୧ ୨ ୩ ୪ ୫ ୬ ୭ ୮ ୯ ୧୦

ପରି ଧ ି ......................................................................................................୧୦ ଷ୍ଟାଟଷଅପ୍ ...................................................................................................୧୪ ବେସ୍ ...................................................................................................... ୧୭ ଚାେରାଣୀ ............................................................................................... ୨୩ ନନ୍ ଷ୍ଟପ୍ ଗପ............................................................................................. ୨୫ ରାକ୍ଷସ .................................................................................................... ୩୦ ଝିଅ ବଦଖା ............................................................................................. ୩୩ ନାଇଟୀ ................................................................................................... ୩୭ ଘରୋମ ................................................................................................. ୩୯ େବରାନା ଜୀେନର ୫ଟି ବସ୍କଚ୍ େ) ନର ଓ ନାରାୟଣ ...........................................................................୪୧ ଖ) ଡୁ ୟଟି ............................................................................................ ୪୩ ଗ) ପୂରା ଦରମା.................................................................................. ୪୪ ଘ) ଶାଢୀ ଚାବଲଞ୍ଜ୍.............................................................................. ୪୫ ଙ) ହୋହେ........................................................................................ ୪୬ ୧୧ ମାଣେସାର ୭ଟି ବସ୍କଚ୍ େ) ମାଣେସା ବଝାଟି ............................................................................ ୪୮ ଖ) ମାରା............................................................................................. ୪୯ ଗ) ଲକ୍ଷ୍ମୀଛଡା...................................................................................... ୪୯ ଘ) ବେମିନିଷ୍ଟ ..................................................................................... ୫୦ ଙ) ଲକ୍ଷ୍ମୀପାଦ ..................................................................................... ୫୦ ଚ) ସାହା ୟ ......................................................................................... ୫୧ ଛ) ବୋଉ ............................................................................................ ୫୨ ୧୨ ପଶ୍ଚାତାପ ................................................................................................ ୫୩ ୧୩ ଘର...................................................................................................... ୫୬ ୧୪ ବଲେ୍ ଭି ଉ ଫ୍ଲ ାଟ ...................................................................................... ୫୮ ୧୫ ଲାଜ ...................................................................................................... ୬୦ ୧୬ ଟ୍ରାେିେ୍ ଜୀେନର ତିବନାଟି ବସ୍କଚ୍ େ) ନିୟମ................................................................................................ ୬୨ ଖ) ବଜାରି ମାନା ....................................................................................... ୬୪ ଗ) ଟ୍ରାେିେବପ୍ରମ .....................................................................................୬୬ ୧୭ କ୍ରବେରୀ ବସଟ୍ ......................................................................................... ୬୮

8

ପରି ଧ ି

୧୮ ୧୯ ୨୦ ୨୧

ଚାଜଷ ...................................................................................................... ୭୧ ବରାଲ୍ ମବଡଲ୍ ........................................................................................ ୭୪ ଶହୀଦ .................................................................................................... ୭୭ ୋପାଙ୍କର ୫ଟି ବସ୍କଚ୍ େ) ଡାକ୍ତର ୋପା ..................................................................................... ୮୦ ଖ) ମିେୁନର ପାପା.................................................................................. ୮୩ ଗ) ଗାଉଲି ୋପା .................................................................................... ୮୪ ଘ) ଓଡିଆ ୋପା...................................................................................... ୮୬ ଙ) ଆଉ ଜବଣ ୋପା .............................................................................. ୮୭ ୨୨ ଉପସ୍ଥିତି.................................................................................................... ୯୦ ୨୩ ପ୍ରଣୟର ଚାବରାଟି ବସ୍କଚ୍ େ) ବେେୃ ଆରୀ ୧୪ ................................................................................. ୯୨ ଖ) େଥା ବଦଲି ........................................................................................ ୯୪ ଗ) ପୁଣି ଥବର......................................................................................... ୯୬ ଘ) ପ୍ରତିରୂପ ........................................................................................... ୯୮ ୨୪ ଚା-େିୋସ .............................................................................................. ୧୦୧ ୨୫ ଅଲଗା ................................................................................................... ୧୦୪ ୨୬ ଝିଅ ଘର ................................................................................................୧୦୬ ୨୭ ଭାଷା ………………………………………………………………………........୧୦୮ ୨୮ ଆମ୍ବୁଲାନ୍ସ................................................................................................ ୧୧୧ ୨୯ ପ୍ରଶାଂସା .................................................................................................. ୧୧୪ ୩୦ ସ୍ୱାଥଷ ................................................................................................... ୧୧୭ ୩୧ ଅବପକ୍ଷା ................................................................................................ ୧୨୦ ୩୨ ୱାକମ ଫ୍ରମ କ୍ଷହାମ………………………………… . …………………………… ୧୨୩ ୩୩ ମା’ର ଡାଏରୀ…………………………………………………………………. ୧୨୬ ୩୪ ରୂପା ରାକ୍ଷୀ.............................................................................................୧୨୯ ୩୫ େିବରାଧ ............................................................................................... ୧୩୨ ୩୬ େଷଷା ଆସି ଛି ..........................................................................................୧୩୪ ୩୭ େଲି ଜା………………………………………………………………………… ୧୩୯ ୩୮ ଦାଶଘର ଆଉ ଚିେୁଡିବଝାେ ଉପାଖୟାନ ................................................ ୧୪୮ ୩୯ ୋଇଡଙ୍କ ................................................................................................ ୧୫୬ ୪୦ ତୁ େିୋ ମିେର େୁେୁର ..............................................................................୧୬୦ ୪୧ ଆରି ସା ପି ଠା ...........................................................................................୧୮୧ ୪୨ ଆମ୍ମା .................................................................................................... ୧୮୫ ୪୩ ବଛାଟ ଛୁଟି ............................................................................................. ୧୯୬ ହେସ୍‌ବୁକ ହପଜ୍‌ରୁ େକ୍‌ଡାଉନ୍‌ର କିଛି ହେଚ.................................. ୧୯୯ 9

ପରି ଧ ି

ପରି ଧ ି େୀମତୀଙ୍କ ଜନ୍ମଦିନବର ଆମାଜନ୍ ରୁ ପୁଅର ଗିଫ୍ଟ ଆସି ପହଞ୍ଚିଲା । େୀମତୀ ଗଦ୍ ଗଦ୍ ବହଇ ଗିଫ୍ଟଟି ବଖାଲି ପବେଇବଲ । ସୁନ୍ଦର ଦାମୀ ବମାୋଇଲ ବୋନଟିଏ । “ବଦଖ ିଲ, ବମା ପୁଅ ବେମିତି ବମା ମନଜାଣି ବମାୋଇଲ ପବଠଇଛି। ତମେୁ େହିେହି ବମାର ବସଇ ପୁରୁଣା ବମାୋଇଲଟା େଦେଉ ନଥ ିଲ। ଏବେ ବଦଖ ବମାର ନୂ ଆ ସୁନ୍ଦୁରିଆ ବମାୋଇଲ । ଏବେ ବେସ୍େୁ େ୍ ହ୍ାଟ୍ ୱ ସଆପ୍ ସେୁ େରି େି ଏଠି । ତବମ ତ ନିଜ ବୋନ୍ ବର ସେୁ େରି ପେଉଛ । ଘବର େମ୍ପୁୟଟରବଟ ରଖ େହିବଲ େି ରଖୁନା । ଏବେ

ାଇ ଭଗୋନ ବମା ମନେଥା

ଶୁଣଛ ି ନ୍ତି । ଆଜି ମ ୁ େହୁ ତ ଖୁସି ।“ ମ ୁ ୟୁନିଭର୍ସି ଟିରୁ ବେରି ବପପର୍ ପଢଥ ୁ ିୋ ସମୟବର ମବତ େହୁ ଣୀମାରି େୀମତୀ ଏତିେି େଥା ବଗାଟିଏ ନିୁଃଶ୍ୱାସବର ଗାଇଗବଲ । ନିଜ ପାଖବର ବୋନ୍ ନଥ ିବଲ େ’ଣ ହେ, ଦିନସାରା ନିଜର ସ୍ମାଟଷ ପବଡାଶିନୀଙ୍କ ସାେବର ସମୟ େିତାଉଥିୋରୁ ବମା େୀମତୀଙ୍କୁ ସ୍ମାଟଷ ବୋନ୍ ଚବେଇୋ ଅବେ େହୁ ତ ଜଣାଥ ିଲା । ବତଣୁ ଖୁେଶୀଘ୍ର ବସ ହ୍ାଟ୍ ୱ ସଆପ୍ ଆଉ ବେସ୍େୁ େ୍ େରି ୋବର ଓସ୍ତାଦ୍ ବହଇଗବଲ । ନୂ ଆ ବୋନ୍ ମିେିଲା ପବର ସୋେୁ ମବତ ଆଡ ଆଖିବର େି ନ ଚାହୁ ଥ ିୋ ଆଉ ରାତିବର ବୋନ୍ ଧରି ମବତ ପଛ େରି ବଶାଉଥିୋ ବମା େୀମତୀ ମବତ େିନ୍ତୁ ସେୁ ଦିନ ସୋେୁ ଗୁଡ୍ ମର୍ଣ୍ଣାଂ ଆଉ ରାତିବର ଗୁଡ୍ ନାଇଟ୍ ବମବସଜ୍ ପବଠଇୋବର ବହୋ େରୁନଥିବଲ । ମ ୁ ଭାେିଲି ାହାହଉ ଭଲ । େୀମତୀ ଏମିତି ବମାୋଇଲ୍ ବର ଲାଗି ରହିବଲ ତାଙ୍କୁ ଆଉ ବମା ସାେବର ଝିେଝି ୍ େ୍ ହୋେୁ ସମୟ ମିେିେନି । ମ ୁ ଶାନ୍ତିବର ନିୁଃଶ୍ୱାସ ମାରି େି । େିନ୍ତୁ ନା । ଶାନ୍ତିବର ନିୁଃଶ୍ୱାସ ମାରି ୋେୁ େସି ଲାବେେେୁ ଆମ ପବଡାଶିନୀ େୀମତୀଙ୍କ ପାଇ ବେସ୍େୁ େ୍ବର ଆୋଉଣ୍ଟବଟ ବଖାଲି ବଦବଲ । େୀମତୀ ତା’ପବର ମବତ ବେଣ୍ଡ ରି ବେଷ୍ଟ ପବଠଇବଲ । ତା’ ସାେବର 10

ପରି ଧ ି

ପବଠଇବଲ ପୁଅ ଆଉ ବୋହୂ ଙ୍କୁ । ଆଉ ତା’ପବର େିଛି ସାେସାଥ ି ଆଉ େନ୍ଧୁ ୋନ୍ଧେଙ୍କୁ େି । ୋସ୍ ! େୀମତୀଙ୍କୁ ଆଉ ସମ୍ଭାବେ େିଏ? ସୋେୁ ସନ୍ଧୟା ସମସ୍ତଙ୍କ େବଟା ବଦଖ ିୋରୁ ତାଙ୍କୁ ଆଉ େୁ ରସତ ମିେୁ ନଥାଏ । ବସ ବ ମିତି ଏବେ ଡିବଟକ୍ିଟଭ୍ ବେୟାମବେଶ େକ୍ସି ଆଉ ହାତବର ତାଙ୍କର ବଗାବଟ

େୋଚ ।

ବଗାବଟ େିଏ ବେମିତି ବମାଟା ଥଲ ି ା ଏବେ େଙ୍କି ଭେି ଦିଶଛ ୁ ି । େିଏ େଙ୍କି ରୁ ଏବେ ହାତୀ ବହଇ ାଇଛି । େିଏ ୋେୀ ମାତା ଥ ିଲା ଏବେ ବଧାେ େରେର ବହଇ ାଇଛି । ଆଉ ୋହାର ଝିଅେୁ ଚାହି ଜ୍ୱାଇ ବହଇନି । ସୁପ୍ରିମବୋଟଷର ଜଜ୍ ଭେି ସମସ୍ତଙ୍କୁ ବଦଖ ି େୀମତୀ ନିଜର ରାୟ ବଦଇ ଚାଲି ଥ ିବଲ । ୋଠଗଡାବର ଦୁ ନିଆ

ାେର ବଲାେ ଠିଆ ବହଇଥ ିବଲ େିଛି ଅସୁେିଧା

ନାହି । ଅସୁେଧ ି ା ହୁ ଏ ଘରବଲାେ ଠିଆବହବଲ । ଅସୁେିଧା ହୁ ଏ ରାୟ ବଦଲାୋଲାେୁ େି ଆଉ ରାୟ ଶୁଣଲ ି ାୋଲାେୁ େି । େୀମତୀଙ୍କ

େୋଚ ଏବେ

ଧୀବର ଧୀବର ପୁଅ ଆଉ ବୋହୂ ର ବପ୍ରାୋଇଲ୍ ଆଡେୁ ମୁହାଇଲା । “ଆବର ସି ନୁ ଆଉ ରି ମାର ଏଇ େବଟାଗୁଡା ତ ତବମ ମବତ ବଦବଖଇ ନଥ ିଲ?” େୀମତୀ ଖଟା ଖାଇଲା ଭେି ଆ ମୁହ େରି ମବତ ପଚାରି ବଲ । ବମାର ତୁ ୋ ରାଶି । ମ ୁ ସେୁ ବେବେ ସେୁ ଜିନିଷବର ସନ୍ତୁେନ ରକ୍ଷା େରି ୋେୁ ବଚଷ୍ଟା େବର। ଘରବଲାେଙ୍କ ଭି ତବର େି । ବତବେ ଆଜି ଘରର ସନ୍ତୁେନ େିଗିଡିୋର ଆଭାସ ମବତ େିଛିଦିନ ଆଗରୁ ମିେି ସାରି ଥ ିଲା । ବତଣୁ ମ ୁ ଆଶ୍ଚ ୟଷ ବହଲି ନି। ବସ ଦିନ ରାତିବର ସି ନୁ ପାଖେୁ ବୋନ୍ ଲଗାବହଲା । “ଆବର ସି ନୁ ତୁ ଆଉ ରି ମା ବ ାଉ ବଗାଆ

ାଇଥ ିଲ ବସଠି ରି ମା େ’ଣ

ଏମିତି ଜାଂଘ ଉପରେୁ ପୟାଣ୍ଟ ପି ନ୍ଧିଛି? ତାେୁ ପୁଣି ବେସ୍େୁ େ୍ବର ବଦଇଛି। ତୁ ବସଗୁଡା େରି ୋେୁ ତାେୁ ମନା େରି ପାରି ଲୁନି?” “ଆଚ୍ଛା… ବତା’ ଜନ୍ମଦିନବର ବ ାଉ ୋହାରେୁ ଖାଇୋେୁ

ାଇଥିଲ

ବସଦିନ ତ ଶନିୋର ଥ ିଲା ନା? ତୁ େ’ଣ ବଭଜ୍ ଖାଇଲୁ ବୋଲି େହୁ ଥ ିଲୁ ! ତା’ବହବଲ ବସ ବେସ୍େୁ େ୍ େବଟାବର ବଲଲଟବର ଚିବେନ୍ ଅଛି ବ ?” 11

ପରି ଧ ି

“ଆଉ... ରି ମା ହାତବର ବସଇଟା େ’ଣ ଧରି ଛି? ସେଷତ ନା ଆଉ େିଛି?...” “ଆଚ୍ଛା… ଟିବେ ରି ମାେୁ ବୋନ୍ ବଦଲୁ । ଆବଲା ରି ମା, ତୁ ଏଠିେି ଆସି ବଲ ତ ଚୁ ଡି ଟିେିଲି ସି ନ୍ଦୁର ସେୁ ଲଗଉଛୁ ବସଠି ତ ବୋଉ େି େବଟାବର ମ ୁ ତବତ ଚୁ ଡି େି ଟିେିଲି ଲବଗଇୋ ବଦଖୁନି?” “ବତା’ ସୁଦଶା େତଟା େୁଆବେ ଗଲା?” “ବତା’ର ଦୁ ଇ ହାତ ପୂରା ଖାଲି ଅଛି ବ ? ଆମ ଘର ବୋହୂ ଏମିତି ବହଇ େୁ ଲୁଛି ବଦଖ ିବଲ ୋହାରବଲାେ େ’ଣ େହିବେ?” ଇତୟାଦି ଇତୟାଦି ଇତୟାଦି! ବମା ପୁଅ ସାନ ଥଲ ି ାବେବେ ଥବର ମବତ ‘ଆ େେଦ ମବତ େିନ୍ଧ’ର ମାବନ ପଚାରି ଥଲ ି ା । ମ ୁ ତାେୁ ୟା’ର ମାବନ େୁ ବଝଇୋେୁ ବଚଷ୍ଟା େରି ଥଲ ି ି । ବମା େଥା ଶୁଣସ ି ାରି ବସ େହିଥଲ ି ା, “ଏମି ତି ବଗାବଟ େିଏ ବେବେ େବର? ଷଣ୍ଢେୁ େିଏ ବେବେ େୁବହ ଆସି େି ମବତ ମାବର ବୋଲି ? ଏଇଟା ୋବଜ ରୁଢିବଟ ।“ ମ ୁ ହସି ଥଲ ି ି । ଆଜି ପୁଅ ବମାର ନିଶ୍ଚିତ ଏଇ ୋବଜ ରୁଢିର ମାବନ େୁ ଝିପାରି ଥେ ି । େୀମତୀଙ୍କୁ ଚାହିଲି । ବସ ନାଗୁଣୀ ଭେି େ େ ହଉଥବି ଲ । “ଆବର ୟାଙ୍କୁ େିଛି ନ େହିଲା ବେେେୁ ନିଜର ମନମୁଖ ି ଚବଲଇଛନ୍ତି । େିବଲଇ ଲୁ ଚିଲୁଚି କ୍ଷୀର ପି ଇେ ଆଉ ଭାେିେ ବେହି ବଦଖୁନାହାନ୍ତି । ଭଲବହଲା ଏଇ ବେସ୍େୁ େ ଆସି ଲା। ଏବେ ସେୁ ଜାଣିହେ େିଏ ବେବତ ଗହୀର ପାଣିବର ଅଛି ।“ ଏତିେି େହି େୀମତୀ ବରାବଷଇଘବର ପଶିଗବଲ । ବସ

ାହାହଉ ତା’ପବର ବେବତ ଦିନ େୀମତୀ ଆମର ଶାନ୍ତ ରହିବଲ।

େିନ୍ତୁ ଦଶଦିନ ପବର ପୁଅ ବୋହୂ ଙ୍କ ବେସ୍େୁ େ ବପ୍ରାୋଇଲ୍ ଆଉ ମିେିଲାନି । େୀମତୀ ସବେସବେ ସି ନୁେୁ ବୋନ୍ ଲବଗଇବଲ । ପଚାରି ବଲ, “ଆବର, ତମମାନଙ୍କ ସାେବର େଣ୍ଟାକ୍ଟବର ରହିେି ବୋଲି ମ ୁ ବେସ୍େୁ େ୍ବର ଆସି ଲି । ଆଉ ତୁ ବମ ସେୁ େୁଆବେ ଗଲ?” । ସି ନୁ େହିଲା, “ମା, ବେସ୍େୁ େ୍ବର େହୁ ତ ସମୟ 12

ପରି ଧ ି

ନଷ୍ଟ ହଉଛି । ରି ମାେୁ େି ମନା େରି ଛି େବଟାଗୁଡା ବେସ୍େୁ େ୍ବର ନ ରହୁ ବୋଲି । ବସଥିପାଇ ଏବେ ଆମ ବପ୍ରାୋଇଲ ଡିଲିଟ୍ େରି ବଦଇଛୁ । ଇଚ୍ଛା ବହବଲ ପୁଣି ବଖାଲି େୁ । େିଛି େଡ େଥା ନୁ ବହ ।” େୀମତୀ “ଆଚ୍ଛା ହଉ” େହି ମୁହ ଶୁବଖଇ ବୋନ୍ ରଖିବଲ ଆଉ ଖାଇୋ ୋଢିୋବର ମନବଦବଲ । ମ ୁ ତାଙ୍କୁ େିଛି େହିୋେୁ ମୁହ ବଖାଲି ଲି । େିନ୍ତୁ େହିପାରି ଲିନି । ମ ୁ େହିପାରି ଲିନି ବ

“ପୁଅ ବୋହୂ ଙ୍କ ବେସ୍େୁ େ୍ ଦୁ ନିଆବର ମୁଣ୍ଡ

ପୂବରଇୋରୁ ଆଜି ବସମାବନ ଆମେୁ ବେସ୍େୁ େ୍ବର ବ୍ଲେ୍ େରି ବଦଇଛନ୍ତି । ୋଲି ତାଙ୍କର ଅସଲି ଦୁ ନିଆବର ମୁଣ୍ଡ ପୂବରଇବଲ ତାଙ୍କ ଜୀେନରୁ େି ବସମାବନ ଆମେୁ ବ୍ଲେ୍ େରି ବଦବେ । ବତଣୁ ଆବଲା ସଖୀ ଆପଣା ମହତ ଆବପ ରଖି ନିୟମ ବନଇ ଜୀେନ େଞ୍ଚିୋେୁ ହେ ।“ ଜୀେନସାରା ପି ଲାଙ୍କୁ ବସୌରେିଜ୍ଞାନ ପବଢଇଥିୋ ପ୍ରାଧ୍ୟାପେ ହିସାେବର ମ ୁ େୀମତୀଙ୍କୁ େୁ ବଝଇ ପାରି ଲିନି ବ , “ଆଧୁନିେ

ଗ ୁ ବର

ଏହି ପରି ୋର ନାମୀ ବସୌରଜଗତବର ଆବମ ସେୁ ଏୋେୀ ଗ୍ରହ । ନିଜ ନିଜ ପରି ଧ ିବର ଘୁରି େୁ ଲିୋ ଆମର ଏେମାତ୍ର ୋମ । ପଥଚୁ ୟତ ବହଇ ନିଜ ପରି ଧ ି ଛାଡି ଆଉ ବେଉ ଗ୍ରହର ପରି ଧ ିବର ପଶିବଲ ବେେେ େିତ୍ପାତ ହେ ଆଉ ନିଜର େିନାଶ ସାର ବହେ ।“ େିନ୍ତୁ ଏସେୁ େିଛି େି ନ େହି ମ ୁ ପାଟି ପାେୁପାେୁ େରି ରହିଗଲି ଆଉ ବମା ଶବ୍ଦଗୁଡା ବମା ଦୀଘଷ ନିୁଃଶ୍ୱାସ ସାେବର ପେନ ସହ ମିବେଇଗଲା ।

13

ପରି ଧ ି

ଷ୍ଟାର୍ଟଅପ ବସଦିନ ସନ୍ଧୟାବର ରି ବଜାଟଷ ବଲେ୍-ଭି ଉବର ସାେମାନଙ୍କର ବଗଟ୍ ଟୁ ବଗଦର୍ ଥାଏ । ଭୁେବନଶ୍ୱରରୁ ଚିଲିୋ ଗାଡି ଚବେଇ ଆସି ଛନ୍ତି । ଏବତ ଦିନବେ ଆଜି ମିଶଛ ି ନ୍ତି ସେୁ ସାେ । ଆଜି ନବହବଲ ଛୁଟିବର ଲଲାନ ହୁ ଏ ବହବଲ ବେବେ ବସମାବନ ବଭଟିପାରନ୍ତି ନାହି । ବେବେ ୋହାେୁ ଛୁଟି ମିବେନି ତ ବେବେ ବୋଉ ସମ୍ପେଷୀୟଙ୍କ ୋହାଘର । ବ ବତ ବଚଷ୍ଟା େବଲ େି ଏମିତି ସନ୍ଧୟାଟିଏ ନିଜ ପାଇ ବସମାବନ ବଖାଜି ପାରି ନଥ ିବଲ । ଆଜି

ା’ ହଉ ମିେି ାଇଛି ଏମିତି େିଛି

ମୁହୂତ୍ତଷ । ସାେମାବନ ବହାହଲ୍ଲା େରି େବଟଇ ବଦଉଛନ୍ତି ବଲେ୍-ଭି ଉ ରି ବଜାଟଷର ଲାଉଞ୍ଜ୍ । ଗପର ଆସର ଜମି ାଇଛି । ଖିଆ ପି ଆ େି ଚାଲି ଛି । ବଦଖୁବଦଖୁ ସନ୍ଧୟା

ାଇ ରାତି ମାଡି ଆ ସୁଛି । ସେୁ ନି ଜ ର ଭଲମନ୍ଦ ସୁଖ ଦୁ ୁଃ ଖ

େଖାଣୁଥାନ୍ତି । ଭଲ ଭଲ ଚାେି ରୀବର ଅଛନ୍ତି ସମବସ୍ତ । ୋହାବର ରହୁ ଛନ୍ତି । େି ଏ ଦି ଲ୍ଲୀ େି ଏ ମୁମ୍ବାଇ ଆଉ େି ଏ ୋୋଲୁ ରୁ । େି ଏ ଆଇ.ଟି . ଇାଂଜି ନି ୟ ର୍ ତ େି ଏ ପ୍ରାଇବଭଟ୍ େୟାଙ୍କବର ମୟାବନଜର୍ । ପୁୋଏ ପଇସା । ି ଏ ବଦଖିେ େହି େ ଏଇମାବନ ହି ସୁଖୀ । ବତବେ ସମୟ େଢିୋ ସହିତ ଗପସପ ଆଉରି ଗଭୀରେୁ ଗଲା । ଧୀବର ଧୀବର ଭି ତର େଥା ସେୁ ୋହାରି ଲା । ସୋେୁ ସନ୍ଧୟା ଗଧ ଖଟଣି । ଉପରୁ ପୁଣି େସ୍ର ନାଲି ଆଖି । ପରି ୋର ସହିତ ସମୟ େିବତଇୋ ବ ମିତି ସ୍ୱଲନ । ପ୍ରତି େଷଷ ବ ାଉ େିଛିଦିନ ହଲି ବଡ ଟ୍ରିପବର ୍ ଜୀେନ

ାଇପାରୁଛନ୍ତି ବସଇଟା ହି େଡ େଥା ।

ାହା ମାଟି ବହଇଗଲାଣି । ଗ୍ଲାସ୍େୁ ବଟେୁ ଲ୍ ଉପବର ରଖିବଦଇ େହିଲା ନିଶଥ ି - “ନା । ଆଉ ନୁ ବହ ।

ଏଇ ମାସ ବଶଷବର ବରଜିଗବନସନ୍ ବଦେି ମ ୁ । େହୁ ତ ବହଇଗଲା ଅନୟ ପାଇ ବେଠି ଖଟିୋ । ଏବେ ନିଜ ପାଇ ଖଟିେି ମ ୁ ।“ “େ’ଣ େରି େୁ ବୋଲି ଭାେୁ ଚୁ?” 14

ପରି ଧ ି

ପଚାରି ଲା ରୂବପଶ । “ବମାର ନିଜର ଷ୍ଟାଟଷଅପ୍ େରି େି । ଏଇ ଭୁେବନଶ୍ୱରବର । େବପଷାବରଟ୍ ଅେିସ୍ଗୁଡିେ ପାଇ େୟାବଟରି େ ଦାୟି ତ୍ୱ ବନେି”, ଉତ୍ତର ବଦଲା ନିଶଥ ି । ତାେି ମାରି ଲା ଅନିଷ । େହିଲା, “ଆବର ୋୁଃ । େଢିଆ ଆଇଡିଆ । ମ ୁ େି ଅଛି ବତା ସାେବର । ବମାର ବରବସ୍ତାରା ଲଲାନ୍ ବଗାବଟ ମନବର ଅଛି ବେବେଠୁ । ଆବମ ବରବସ୍ତାରା ଆଉ େୟାବଟରି େ ମିଶେ ି ି େରି ପାରି ୋ ।” ସି ଓର୍ ଭାଇ େହି ହାତ ମିବେଇଲା ନିଶଥ ି । ରୂବପଶ ବସପଟୁ େହି ଉଠିଲା, “ମ ୁ ୋଇନାନ୍ସର ସେୁ ଦାୟି ତ୍ୱ ବନେି । ବସ େୟାଙ୍କବର ଆଉ ୋମ େରି ହେନି । ତାଙ୍କର ବ ାଉ ନବହଲା ବଡଡ୍ ଲାଇନ୍ । ବୋଉ ଦିନ ମ ୁ ନିବଜ ବଡଡ୍ ବହଇ ିେି ।” େୁେଡ ୁ ା ବଗାଡ ବଚାବୋଉ ବଚାବୋଉ ଆସି େ୍ େହିଲା, “ଭାଇ, ୋଂପାନୀ ପାଇ ବଲାେ ବଖାଜିୋ ୋମ ବମାର । ବମାର ଏଚ୍ ଆର୍ର ଡିଗ୍ରୀ ବେବେ ଆଉ ୋମ ଆସି େ? େହୁ ତ ବଲାେ ବଖାଜିବଦଲି ୋଂପାନୀ ପାଇ । ଏବେ ଆମ ଷ୍ଟାଟ୍ ଅପ୍ ପାଇ ବଖାଜିେି ବଲାେ ।” ୋସ୍ । ବସଇଠି ୋଇନାଲ୍ ବହଇଗଲା ଷ୍ଟାଟଷଅପ୍ ଲଲାନ । ନିଜ ନିଜ ଜାଗାେୁ େିଛି ଦିନବର ବେରି ି ବେ ସମବସ୍ତ । ତା’ପବର ଏଇ େିଷୟବର ସ୍କାଇପ୍ବର େଥା ବହବେ ମଝିବର ମଝିବର । ଦୁ ଇ ମାସବର ନିଜ ୋଂପାନୀବର ସମବସ୍ତ ବରଜିବେସନ୍ ବଲଟର୍ ପବେଇବେ । ତା’ପବର ତିନି ମାସ ବନାଟିସ ୍ ପି ରିଅଡ୍ ବର ରହି ଛାଡିବେ ୋଂପାନୀ । ବତଣିେି ଆରମ୍ଭ ହେ ତାଙ୍କ ନିଜର ଷ୍ଟାଟଷଅପ୍ । ଏଇଟା ସତ ବ

ନୂ ଆ ନୂ ଆ ପଇସା ଟିବେ େମ୍ ବହେ । ତାଙ୍କୁ ସାଂଘଷଷ

େରି ୋେୁ ପଡିେ। େିନ୍ତୁ ନିଜ ଇଚ୍ଛାର ମାଲି େ ବହବେ ବସମାବନ । ବେହି ତାଙ୍କ ଉପବର ଶାସନ େରି ବେନି । ନିଜ ପାଇ ନିବଜ ୋମ େରି ବେ ବସମାବନ । ଏଣିେି ସମସ୍ତଙ୍କ ମନଖୁସି । ଖିଆପି ଆ ଆଉରି ବଜାର୍ବର ଚାଲି ଲା । ପରଦି ନ ବେରି ଆସି ବଲ ସେୁ ଭୁ େବନଶ୍ୱର । ୋଲି

ିଏ

ାହା

େମଷସ୍ଥ େୀେୁ ବେରି ି ବେ । ଆଜି ଏଇ େି ଛି ସମୟ ପାଇ ପାନ ଖଟି ବର

ାହା

ବଦଖାହେ । ସନ୍ଧୟାବର ସାେଙ୍କର ବମେି େସି ଲା । ଗପସପ ବହଇ ବେରି ଲା 15

Get in touch

Social

© Copyright 2013 - 2024 MYDOKUMENT.COM - All rights reserved.